ମାଛ ଧରା ନେଲା ଜୀବନ :ବିଦ୍ୟୁତ୍‌ ଆଘାତରେ ୨ ମୃତ

କେନ୍ଦ୍ରାପଡ଼ା/ମାର୍ଶାଘାଇ : ମାଛ ଚୋରି ରୋକିବା ପାଇଁ ଯେଉଁ ବିଦ୍ୟୁତ୍‌ ତାର ବିଛା ଯାଇଥିଲା, ସେହି ତାର ହିଁ କାଳ ହେଲା। ଏହାର ସଂସ୍ପର୍ଶରେ ଆସି ୨ ଜଣ ମାଛ ଧରାଳି ପ୍ରାଣ ହରାଇଛନ୍ତି। ଅଘଟଣରୁ ବର୍ତ୍ତି ଯାଇଥିବା ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ବ୍ଲକ୍‌ ଆୟବା ପଞ୍ଚାୟତ ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଏହି ଘଟଣା ଘଟିଛି। ଅଙ୍ଗୁଳାଇ ଗ୍ରାମର ବିଶ୍ୱପ୍ରକାଶ ପାଣି ବ୍ରହ୍ମପୁର ଗାଁର … Continue reading ମାଛ ଧରା ନେଲା ଜୀବନ :ବିଦ୍ୟୁତ୍‌ ଆଘାତରେ ୨ ମୃତ